ଅପ୍ରେଲ ଜନ୍ମ ୧ – ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା (ଜନ୍ମ: ୧୮୯୧) ୧ – ପଦ୍ମଶ୍ରୀ ତାରାପ୍ରସାଦ ଦାସ, ଚକ୍ଷୁ ବିଶେଷଜ୍ଞ (ଜନ୍ମ: ୧୯୫୦) ୨ – ଅଶ୍ରୁମୋଚନ ମହାନ୍ତି, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଅଭିନେତା (ଜନ୍ମ:୧୯୫୯) ୩ – କବିଶେଖର ଚିନ୍ତାମଣି ମହାନ୍ତି (ଜନ୍ମ: ୧୮୬୭) ୩ – ପଦ୍ମ ଭୂଷଣ ରମାକାନ୍ତ ପଣ୍ଡା, ହୃଦରୋଗ ବିଶେଷଜ୍ଞ (ଜନ୍ମ: ୧୯୫୪) ୩ – ବିଭୂତି ଭୂଷଣ ପ୍ରଧାନ, ଓଡ଼ିଆ ଔପନ୍ୟାସିକ ଓ ସ୍ତମ୍ଭକାର (ଜନ୍ମ: ୧୯୫୭) ୪ – ପଦ୍ମଶ୍ରୀ ଅରୁଣା ମହାନ୍ତି, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ (ଜନ୍ମ: ୧୯୬୦) ୭ – ସଂଗୀତ ଶିରୋମଣି ନୃସିଂହନାଥ ଖୁଣ୍ଟିଆ, ଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗାୟକ (ଜନ୍ମ: ୧୯୧୧) ୮ – ଗିରିଧର ଗମାଙ୍ଗ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୪୩) ୮ – ବିଜୟ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ଜନ୍ମ: ୧୯୫୦) ୧୪ – ପଦ୍ମଶ୍ରୀ ମିନତି ମିଶ୍ର, ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ (ଜନ୍ମ: ୧୯୩୬) ୧୪ – ଗଜେନ୍ଦ୍ର ପ୍ରସାଦ ସାହୁ, ମୂର୍ତ୍ତିକାର, ଚିତ୍ରକର ଏବଂ କଳାଶିକ୍ଷକ (ଜନ୍ମ: ୧୯୬୧) ୧୫ – ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବାଲୁକା ଶିଳ୍ପୀ (ଜନ୍ମ: ୧୯୭୭) ୧୭ – ଗାୟତ୍ରୀବାଳା ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ (ବାଳ) ପୁରସ୍କାର ସମ୍ମାନୀତ ସାହିତ୍ୟିକ (ଜନ୍ମ: ୧୯୭୭) ୧୮ – ବିଭୁତି ଭୁଷଣ ଦେଓ, ବୈଜ୍ଞାନିକ, ଶିକ୍ଷାବିତ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୨୯) ୨୦ – ପଦ୍ମ ଭୂଷଣ ଗୋପୀନାଥ ମହାନ୍ତି, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୪) ୨୦ – କବି ବାଞ୍ଛାନିଧି ମହାନ୍ତି (ଜନ୍ମ: ୧୮୯୭) ୨୦ – ନୃସିଂହ ଚରଣ ପଣ୍ଡା, ଶାରଳା ପୁରସ୍କାର ସମ୍ମାନିତ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ଓ ଶିକ୍ଷାବିତ (ଜନ୍ମ: ୧୯୨୯) ୨୦ – ରବି କାନୁନଗୋ, ସମ୍ପାଦକ, ସ୍ତମ୍ଭକାର, ସାହିତ୍ୟିକ (ଜନ୍ମ: ୧୯୪୬) ୨୧ – ସଦାଶିବ ତ୍ରିପାଠୀ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା (ଜନ୍ମ: ୧୯୧୦) ୨୪ – କାଟୁଲୁ ରବି କୁମାର, ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରଉତ୍ତୋଳନକାରୀ (ଜନ୍ମ: ୧୯୮୮) ୨୬ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ (ଜନ୍ମ: ୧୮୯୨) ୨୬ – ଜଗନ୍ନାଥ ପ୍ରସାଦ ଦାସ, ସରସ୍ଵତୀ ସମ୍ମାନ ପ୍ରାପ୍ତ ସାହିତ୍ୟିକ(ଜନ୍ମ: ୧୯୩୬) ୨୭ – ପ୍ରସନ୍ନ କୁମାର ପାଟ୍ଟଶାଣୀ, ଲୋକ ସଭା ସଭ୍ୟ (ଜନ୍ମ: ୧୯୪୬) ୨୮ – ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ଜନ୍ମ: ୧୮୪୮) ୨୯ – ବୈଷ୍ଣବ ଚରଣ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ ଓ ରାଜନେତା (ଜନ୍ମ: ୧୯୧୪) ୨୯ – ଲଳିତ ମାନସିଂହ, ଭାରତର ପୂର୍ବତନ ବୈଦେଶିକ ସଚିବ (ଜନ୍ମ: ୧୯୪୧) ମୃତ୍ୟୁ ୪ – ସ୍ଵଭାବ କବି ଗଙ୍ଗାଧର ମେହେର (ମୃତ୍ୟୁ: ୧୯୨୪) ୪ – ଶହୀଦ ଦିବାକର ପରିଡ଼ା, ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୪୧) ୭ – ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର (ମୃତ୍ୟୁ: ୨୦୦୪) ୧୧ – ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ପ୍ରତ୍ନତତ୍ତ୍ୱବିତ୍ (ମୃତ୍ୟୁ: ୧୯୭୧) ୧୪ – ରାଖାଲ ମହାନ୍ତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରାପ୍ତ ସଙ୍ଗୀତଜ୍ଞ (ମୃତ୍ୟୁ: ୨୦୧୯) ୧୭ – ବିଜୁ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୯୭) ୧୯ – କବି ବାଞ୍ଛାନିଧି ମହାନ୍ତି (ମୃତ୍ୟୁ: ୧୯୩୮) ୨୦ – ଉପେନ୍ଦ୍ର କିଶୋର ଦାସ, ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୭୨) ୨୧ – ଜାନକୀ ବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୨୦୧୫) ୨୭ – କବିବର ରାଧାନାଥ ରାୟ (ମୃତ୍ୟୁ: ୧୯୦୮) ୨୭ – ହେମନ୍ତ ଦାସ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା ଓ ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୦) ୨୮ – ଜାତୀୟ କବି ବୀରକିଶୋର, (ମୃତ୍ୟୁ: ୧୯୭୩) ୨୯ – ପଦ୍ମଶ୍ରୀ ଶୈଳବାଳା ଦାସ (ମୃତ୍ୟୁ: ୧୯୬୮) ୩୦ – ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି (ମୃତ୍ୟୁ: ୨୦୧୨) ପର୍ବପର୍ବାଣୀ ୦୧: ପାପମୋଚନୀ ଏକାଦଶୀ ୦୨: ଗୁଡ ଫ୍ରାଇଡେ ୧୩: ରମଜାନ ୧୪: ଅଶୋକାଷ୍ଟମୀ, ରାମ ନବମୀ ୧୪: ପଣା ସଂକ୍ରାନ୍ତି ୧୫: କାମଦା ଏକାଦଶୀ ୧୯: ଚୈତ୍ର ପୂର୍ଣ୍ଣିମା |