ଉଇକିଅଭିଧାନ (original) (raw)

ଅବଲୋକନ ଉଇକିଅଭିଧାନ, ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ । ଓଡ଼ିଆ ଉଇକିଅଭିଧାନରେ ବର୍ତ୍ତମାନ ସୁଦ୍ଧା ୧,୦୮,୬୩୪ଟି ଶବ୍ଦ ରହିଛି । ଏହି ଶବ୍ଦ ଗୁଡ଼ିକ ଓଡ଼ିଆ ସମେତ ଆହୁରି ଅନେକ ଭାଷାରେ ରହିଛି କିନ୍ତୁ ଏହାର ଶବ୍ଦାର୍ଥ ଓ ବ୍ୟାଖ୍ୟା ଓଡ଼ିଆରେ ଅଛି । ଯଥା - ଓଡ଼ିଆ ଶବ୍ଦର ଓଡ଼ିଆ ଶବ୍ଦାର୍ଥ, ବଙ୍ଗାଳୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ, ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ ଇତ୍ୟାଦି । ଏହି ଅଭିଧାନଟି ମୁଖ୍ୟତଃ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ତିଆରି ହୋଇଛି । ଏହାକୁ ଯେକେହି ସମ୍ପାଦନା କରିପାରିବେ ଓ ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେନାହିଁ ।ଆପଣ ବି ଚାହିଁଲେ ଏହି ଅଭିଧାନଟିରେ କୌଣସି ନୂଆ ଶବ୍ଦ, ଯେକୌଣସି ଭାଷାର ଶବ୍ଦ, ଯୋଡିପାରିବେ କିମ୍ବା କୌଣସି ଭୁଲ ସଂଶୋଧନ କରିପାରିବେ । ନୂଆ ଶବ୍ଦଟିଏ ଯୋଡିବା ପାଇଁ ନିମ୍ନୋକ୍ତ ବାକ୍ସରେ ଶବ୍ଦଟିକୁ ଲେଖି କ୍ଲିକ କରନ୍ତୁ । ଉଇକିଅଭିଧାନରେ ଓଡ଼ିଆ ଲେଖିବା ଓ ନୂଆ ଶବ୍ଦଟିଏ ଯୋଡିବା ପ୍ରଣାଳୀ ଅଧିକ ସାହାଯ୍ୟ ପାଇଁ ଯୋଗାଯୋଗ କରନ୍ତୁ ଏ ମାସର ଶବ୍ଦ ପରଷିବା ଉଚ୍ଚାରଣ: Parashibāଶବ୍ଦ ବିନ୍ୟାସ: ସଂସ୍କୃତ - ପରିବେଷଣଦେଶଜ - କ୍ରିୟା — ଖାଦ୍ୟ ପରିବେଷଣ କରିବା; ଖାଇବା ଲୋକର ପତ୍ରରେ ବା ପାତ୍ରରେ ଖାଦ୍ୟ ଦେବା [ଉଦାହରଣ —ଦ୍ୱିଜଙ୍କୁ ପରଷିଲେ ଅନ୍ନ ତୋଷମନେ — କୃଷ୍ଣସିଂହ. ମହାଭାରତ, ସଭା]
ଉଇକି ଖବର ୨୫ ମଇ ୨୦୧୫ - ଉଇକିଅଭିଧାନ ୧,୦୦,୦୦୦ ଶବ୍ଦର ମାଇଲ ଖୁଣ୍ଟ ପାର ହେଲା । ୩ ଜୁନ ୨୦୧୫ - ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେବାର ୧୩ ବର୍ଷ ପୂରଣ ହେଲା । ଏହି ଅବସରରେ ଭୁବନେଶ୍ଵର ସ୍ଥିତ 'ପଦାର୍ଥ ବିଜ୍ଞାନ ଅନୁଷ୍ଠାନ' ରେ ଏକ ଉତ୍ସବ ଆୟୋଜନ ହେଇଥିଲା । ୯ ଅକ୍ଟୋବର ୨୦୧୫ - ଓଡ଼ିଆ ଉଇକିପିଡ଼ିଆରେ ୧୦,୦୦୦ତମ ପ୍ରସଙ୍ଗ ଲେଖାଗଲା । (ଗୋପବନ୍ଧୁ ଜୟନ୍ତୀ) ୨୫ ଅକ୍ଟୋବର ୨୦୧୫ - ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ । ୫ ଜୁନ ୨୦୧୬ - ଓଡ଼ିଆ ଉଇକିପିଡ଼ିଆର ୧୪ତମ ଜନ୍ମତିଥି ପାଳନ । ୫, ୬, ଓ ୭ ଅଗଷ୍ଟ - ଉଇକି-କନଫେରେନ୍ସ ଇଣ୍ଡିଆ ୨୦୧୬, ଚଣ୍ଡୀଗଡ ନିକଟସ୍ଥ ମୋହାଲିଠାରେ ଆୟୋଜିତ ହେବାକୁ ଯାଉଛି । **ଆପଣ ଜାଣନ୍ତି କି ?**-
ଉଇକିମିଡ଼ିଆ ଅଧୀନରେ ଥିବା ବିବିଧ ପ୍ରକଳ୍ପ
ଉଇକିପିଡ଼ିଆ ଉଇକିମିଡ଼ିଆ ଫାଉଣ୍ଡେସନ ନାମକ ଗୋଟିଏ ଅଣ-ଲାଭକାରି ସଙ୍ଘ ଦ୍ଵାରା ଚଳାଯାଇଥାଏ, ତାହାଦ୍ଵାରା ଚଳାଯାଉଥିବା ଆହୁରି କେତେଗୁଡ଼ିଏ ପ୍ରକଳ୍ପ ହେଲା: ଉଇକିପିଡ଼ିଆ ଉଇକିପିଡ଼ିଆ ଖୋଲା ଜ୍ଞାନକୋଷ କମନ୍ସ କମନ୍ସ ମାଗଣା ମାଧ୍ୟମର ଭଣ୍ଡାର ଉଇକିପାଠାଗାର ଉଇକିପାଠାଗାର ମାଗଣା- ପଢ଼ାଘର ଉଇକିକଥା ଉଇକିକଥା ଢଗଢମାଳି ଓ ବିଶେଷ କଥା ଉଇକିପୋଥି ଉଇକିପୋଥି ମାଗଣା ପଢ଼ାବହି ଓ ମାନୁଆଲ ଉଇକି ସମ୍ବାଦ ଉଇକି ସମ୍ବାଦ ଖୋଲା ସମ୍ବାଦ ଉଇକିପ୍ରଜାତି ଉଇକିପ୍ରଜାତି ଜାତିମାନଙ୍କର ତାଲିକା ଉଇକିଡାଟା ଉଇକିଡାଟା ଖୋଲା ତଥ୍ୟ ଭଣ୍ଡାର ମେଟା-ଉଇକି ମେଟା-ଉଇକି ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା
ବାକିସବୁ ଭାଷାରେ ଉଇକିଅଭିଧାନ
୧୦,୦୦,୦୦୦+ ଶବ୍ଦ: EnglishFrançais (French)Malagasy୧,୦୦,୦୦୦+: 中文 (Chinese)Nederlands (Dutch)Suomi (Finnish)Deutsch (German)Ελληνικά (Greek)Español (Spanish)Eesti (Estonian)Magyar (Hungarian)IdoBahasa Indonesia (Indonesian)Italiano (Italian)日本語 (Japanese)ಕನ್ನಡ (Kannada)한국어 (Korean)Kurdî / كوردی (Kurdish)Lietuvių (Lithuanian)മലയാളം (Malayalam)မြန်မာဘာသာ (Burmese)Norsk Bokmål (Norwegian)Polski (Polish)Português (Portuguese)Română (Romanian)Русский (Russian)Srpskohrvatski (Serbo-Croatian)Svenska (Swedish)தமிழ் (Tamil)Türkçe (Turkish)Tiếng Việt (Vietnamese) ୧୦,୦୦୦+: Afrikaansالعربية (Arabic)Asturianu (Asturian)Euskara (Basque)Brezhoneg (Breton)Български (Bulgarian)Català (Catalan)Hrvatski (Croatian)Český (Czech)Dansk (Danish)EsperantoFrysk (West Frisian)Galego (Galician)עברית (Hebrew)हिन्दी (Hindi)Íslenska (Icelandic)Basa Jawa (Javanese)ລາວ (Lao)Limburgs (Limburgish)Nynorsk (Norwegian)Occitanپښتو (Pashto)فارسى (Persian)Српски (Serbian)Sicilianu (Sicilian)Simple EnglishKiswahili (Swahili)తెలుగు (Telugu)ไทย (Thai)Українська (Ukrainian)اردو (Urdu)VolapükWalon (Walloon)Cymraeg (Welsh) ୧,୦୦୦+: Shqip (Albanian)Հայերեն (Armenian)Azərbaycan (Azeri)Беларуская (Belarusian)Bosanski (Bosnian)Corsu (Corsican)ქართული (Georgian)Kalaallisut (Greenlandic)Avañe'ẽ (Guaraní)InterlinguaGaeilge (Irish)Kaszëbsczi (Kashubian)қазақша (Kazakh)ភាសាខ្មែរ (Khmer)Кыргызча (Kyrgyz)Latina (Latin)Latviešu (Latvian)Lëtzebuergesch (Luxembourgish)Plattdüütsch (Low Saxon)Македонски (Macedonian)Bahasa Melayu (Malay)मराठी (Marathi)Bân-lâm-gú (Min Nan)NahuatlÆnglisc (Old English)سنڌي (Sindhi)සිංහල (Sinhalese)Slovenčina (Slovak)Slovenščina (Slovene)Soomaaliga (Somali)Hornjoserbsce (Upper Sorbian)seSotho (Southern Sotho)TagalogТоҷикӣ (Tajik)Tatarça / Татарча (Tatar)تركمن / Туркмен (Turkmen)Uyghurche / ئۇيغۇرچە (Uyghur)پنجابی (Western Punjabi)Wollof (Wolof) ୧୦୦+: አማርኛ (Amharic)Aragonés (Aragonese)Armãneashce (Aromanian)বাংলা (Bengali)ᏣᎳᎩ (Cherokee)Kernewek/Karnuack (Cornish)ދިވެހިބަސް (Divehi)Føroyskt (Faroese)ગુજરાતી (Gujarati)Interlingueᐃᓄᒃᑎᑐᑦ (Inuktitut)Ikinyarwanda (Kinyarwanda)LingalaMalti (Maltese)MāoriGaelg (Manx)Монгол (Mongolian)नेपाली (Nepali)Oromoo (Oromo)ਪੰਜਾਬੀ (Panjabi)Runa Simi (Quechua)Gagana Samoa (Samoan)SängöGàidhlig (Scottish Gaelic)Basa Sunda (Sundanese)ትግርኛ (Tigrinya)Tok PisinXitsonga (Tsonga)O‘zbek (Uzbek)ייִדיש (Yiddish)Vahcuengh (Zhuang)isiZulu (Zulu)